mirror of
https://github.com/scratchfoundation/scratch-l10n.git
synced 2025-01-24 13:20:00 -05:00
9 lines
No EOL
3.7 KiB
JSON
9 lines
No EOL
3.7 KiB
JSON
{
|
|
"research.title": "ସ୍କ୍ରାଚ୍ ଉପରେ ଅନୁସନ୍ଧାନ ",
|
|
"research.conductors": "ସ୍କ୍ରାଚ୍ ଉପରେ ଅନୁସନ୍ଧାନ ଏମ.ଆଇ.ଟି ସ୍କ୍ରାଚ୍ ଦଳର ସଦସ୍ୟ ତଥା ପେନସିଲଭାନିଆ ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ଏଜୁକେସନ୍ ର ଗବେଷକ ୟାସମିନ କଫାଇ, ହାର୍ଭାର୍ଡ ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ଏଜୁକେସନ୍ ର କ୍ଯାରେନ ବ୍ରେନାନ, ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ବେଞ୍ଜାମିନ୍ ମାକୋ ହିଲ୍, ମାଇକ୍ରୋସଫ୍ଟ ରିସର୍ଚ୍ଚ ର ଆଣ୍ଡ୍ରେସ୍ ମୋନ୍ରୋ ଫର୍ଣ୍ଣାଡିଜ୍, ଇରଭାଇନ୍କା ସ୍ଥିତ କାଲିଫର୍ନିଆ ୟୁନିଭରସିଟିର ମିମି ଇଟୋ ଏବଂ କ୍ରିଷ୍ଟଲ୍ ମାର୍ଟିନ୍, ଚାର୍ଲଷ୍ଟୋନ୍ କଲେଜର କ୍ୱିନ୍ ବୁର୍କ, ୟୁଥା ଷ୍ଟେଟ୍ ୟୁନିଭରସିଟିର ଡେବୋରା ଫିଲ୍ଡସ୍ ଏବଂ ଇଣ୍ଡିଆନା ୟୁନିଭରସିଟିରେ କାଇଲି ପେପଲର୍ ସମେତ ଅନେକ ବିଶ୍ବବିଦ୍ୟାଳୟ ର ଗବେଷକ ମାନଙ୍କ ଦ୍ବାରା ପରିଚାଳିତ |",
|
|
"research.privacy": "ସ୍କ୍ରାଚ୍ ଅନ୍ଲାଇନ୍ ସମ୍ପ୍ରଦାୟରେ ଅଂଶଗ୍ରହଣ କରି ଏବଂ ଆପଣଙ୍କ ପ୍ରୋଜେକ୍ଟଗୁଡିକ ଅଂଶୀଦାର କରି, ଲୋକମାନେ କିପରି ସ୍କ୍ରାଚ୍ ବ୍ୟବହାର କରିପାରିବେ ଏବଂ ଶିଖିବେ - ସେ ବିଷୟରେ ଆପଣ ଆମକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରୁଛନ୍ତି | ସ୍କ୍ରାଚ୍ ସାଇଟରେ ଯେକୌଣସି ସାର୍ବଜନୀନ ଭାବରେ ଦିଆ ଯାଇଥିବା ପ୍ରକଳ୍ପ, ମନ୍ତବ୍ୟ, କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଗବେଷଣା ବିଶ୍ଳେଷଣ, ଉପସ୍ଥାପନା, ନିବନ୍ଧ ଏବଂ ରିପୋର୍ଟରେ ଅନ୍ତର୍ଭୂକ୍ତ କରାଯାଇପାରେ | କୌଣସି ବ୍ୟକ୍ତିଗତ ଚିହ୍ନଟ ଯୋଗ୍ୟ ସୂଚନା ଦିଅନ୍ତୁ ନାହିଁ | (ଯଦି ଆପଣଙ୍କର କିଛି ପ୍ରଶ୍ନ ଅଛି, ଦୟାକରି{contactLink} ଫର୍ମ ବ୍ୟବହାର କରନ୍ତୁ |)",
|
|
"research.contactLinkText": "ଆମ ସହିତ ଯୋଗାଯୋଗ କରନ୍ତୁ |",
|
|
"research.intro": "ନିମ୍ନରେ ସ୍କ୍ରାଚ୍ ଏବଂ ସ୍କ୍ରାଚ୍ ଅନ୍ଲାଇନ୍ ସମ୍ପ୍ରଦାୟ ଉପରେ ଅନୁସନ୍ଧାନ ଭିତ୍ତିକ ବିବରଣୀ, ଉପସ୍ଥାପନା, ଏବଂ ନିବନ୍ଧ ଦିଆ ଯାଇଛି, ଏବଂ ପରେ ସ୍କ୍ରାଚ୍କୁ ପ୍ରଦାନ କରାଯାଇଥିବା ଜାତୀୟ ବିଜ୍ଞାନ ଫାଉଣ୍ଡେସନ୍ ଅନୁଦାନର ଏକ ତାଲିକା |",
|
|
"research.papers": "ଅନୁସନ୍ଧାନ ଭିତ୍ତିକ ବିବରଣୀ, ଉପସ୍ଥାପନା ଏବଂ ନିବନ୍ଧ",
|
|
"research.grants": "ଜାତୀୟ ବିଜ୍ଞାନ ଫାଉଣ୍ଡେସନ୍ ଅନୁଦାନ ଗୁଡିକ "
|
|
} |