mirror of
https://github.com/scratchfoundation/scratch-l10n.git
synced 2025-01-12 15:44:55 -05:00
65 lines
No EOL
12 KiB
JSON
65 lines
No EOL
12 KiB
JSON
{
|
|
"addToStudio.title": "ଷ୍ଟୁଡିଓରେ ଯୋଡନ୍ତୁ |",
|
|
"addToStudio.finishing": "ଶେଷ କରୁଛି ...",
|
|
"addToStudio.inviteUser": "ଷ୍ଟୁଡିଓରେ ଯୋଗ କରିବାକୁ ବ୍ୟବାହାରକାରୀ ଙ୍କୁ ଆମନ୍ତ୍ରଣ କରନ୍ତୁ |",
|
|
"project.titleMaxLength": "ଶୀର୍ଷକ ବହୁତ ଲମ୍ବା ଅଟେ |",
|
|
"project.musicExtensionChip": "ସଙ୍ଗୀତ ",
|
|
"project.penExtensionChip": "କଲମ ",
|
|
"project.text2SpeechChip": "ଲିପି ରୁ ଧ୍ୱନି",
|
|
"project.translateChip": "ଅନୁବାଦ କରନ୍ତୁ ",
|
|
"project.videoSensingChip": "ଭିଡିଓ ସେନ୍ସିଂ",
|
|
"project.needsConnection": "ସଂଯୋଗ ଆବଶ୍ୟକ କରେ |",
|
|
"project.comments.header": "ଟିପ୍ପଣୀ ଗୁଡିକ ",
|
|
"project.comments.toggleOff": "ମନ୍ତବ୍ୟ ଦେବା ମନା ",
|
|
"project.comments.toggleOn": "ମନ୍ତବ୍ୟ ଦେଇହେବ ",
|
|
"project.comments.turnedOff": "ଦୁଃଖିତ, ଏହି ପ୍ରକଳ୍ପ ପାଇଁ ମନ୍ତବ୍ୟ ପୋଷ୍ଟିଂ ବନ୍ଦ କରାଯାଇଛି |",
|
|
"project.share.notShared": "ଏହି ପ୍ରୋଜେକ୍ଟ ସାର୍ବଜନୀନ ନୁହେଁ — ତେଣୁ ଆପଣ କେବଳ ଏହାକୁ ଦେଖିପାରିବେ | ସମସ୍ତଙ୍କୁ ଏହାକୁ ଦେଖାଇବା ପାଇଁ ସେୟାର କ୍ଲିକ୍ କରନ୍ତୁ!",
|
|
"project.share.sharedLong": "ତୁମର ପ୍ରୋଜେକ୍ଟ ସାର୍ବଜନୀନ କରିଥିବାରୁ ଅଭିନନ୍ଦନ! ଅନ୍ୟ ଲୋକମାନେ ବର୍ତ୍ତମାନ ଏହାକୁ ବ୍ୟବହାର କରିପାରିବେ, ମନ୍ତବ୍ୟ ଦେଇପାରିବେ ଏବଂ ଏହାକୁ ରିମିକ୍ସ କରିପାରିବେ |",
|
|
"project.share.sharedShort": "ତୁମର ପ୍ରୋଜେକ୍ଟ ବର୍ତ୍ତମାନ ସାର୍ବଜନୀନ ହୋଇଛି |",
|
|
"project.share.shareButton": "ସାର୍ବଜନୀନ କରନ୍ତୁ ",
|
|
"project.seeInsideButton": "ଭିତରେ dekhantu ",
|
|
"project.remix.justRemixed": "\"{title}\" ସଫଳତାର ସହିତ ରିମିକ୍ସ କରାଯାଇଥିଲା | ଏକ ସ୍ପ୍ରାଇଟ ଯୋଡନ୍ତୁ, ଏକ ପୋଷାକ ଯୋଡନ୍ତୁ, ଏହାକୁ ଆପଣଙ୍କର ନିଜର କରିବାକୁ ଏକ ପରିବର୍ତ୍ତନ କରନ୍ତୁ!",
|
|
"project.remixButton": "ପୂର୍ନ ମିଶ୍ରଣ କର ",
|
|
"project.remixButton.altText": "ଏହି ପ୍ରକଳ୍ପର ଏକ କପି ସଞ୍ଚୟ କରନ୍ତୁ ଏବଂ ଆପଣଙ୍କର ନିଜର ପରିକଳ୍ପନା ଯୋଡନ୍ତୁ |",
|
|
"project.remixButton.remixing": "ପୂର୍ନମିଶ୍ରଣ କରା ଯାଉଛି ",
|
|
"project.remixes": "ରିମିକ୍ସ ଗୁଡିକ ",
|
|
"project.viewAllInList": "ସବୁ ଗୁଡିକ ଦେଖ ",
|
|
"project.inviteToRemix": "ବ୍ୟବାହାରକାରୀଙ୍କୁ ରିମିକ୍ସ କରିବାକୁ ଆମନ୍ତ୍ରଣ କରନ୍ତୁ |",
|
|
"project.instructionsLabel": "ନିର୍ଦ୍ଦେଶାବଳୀ",
|
|
"project.notesAndCreditsLabel": "ଟିପ୍ପଣୀ ଏବଂ କୃତଜ୍ଞତା ",
|
|
"project.credit": "ମୂଳ ପ୍ରକଳ୍ପ {projectLink}ପାଇଁ {userLink} ଙ୍କୁ ଧନ୍ୟବାଦ |",
|
|
"project.deletedBanner": "ଟିପ୍ପଣୀ : ଏହି ପ୍ରୋଜେକ୍ଟଟି ଆବର୍ଜନା ଫୋଲ୍ଡରରେ ଅଛି |",
|
|
"project.defaultCensoredMessage": "ଏହି ପ୍ରୋଜେକ୍ଟକୁ ସ୍କ୍ରାଚ୍ ଟିମ୍ ଦ୍ବାରା ଅପସାରଣ କରାଯାଇଥିଲା କାରଣ ଏହା ଅସମ୍ମାନ, ସବୁ ବୟସ ପାଇଁ ଅନୁପଯୁକ୍ତ ଥିଲା, କିମ୍ବା ଅନ୍ୟଥା ସ୍କ୍ରାଚ୍ ସମ୍ପ୍ରଦାୟର ନିର୍ଦ୍ଦେଶାବଳୀ ଭାଙ୍ଗିଥିଲା |",
|
|
"project.communityCensoredMessage": "ଆପଣଙ୍କର ପ୍ରୋଜେକ୍ଟ ସାମୟିକ ଭାବରେ ହଟାଇ ଦିଆଯାଇଛି କାରଣ ଏକାଧିକ ଲୋକ ଏହାକୁ ଅନୁପଯୁକ୍ତ ବୋଲି ଜଣାଇଛନ୍ତି |",
|
|
"project.willReviewCensoredMessage": "ସ୍କ୍ରାଚ୍ ଟିମ୍ ଏହି {communityGuidelinesLink} ଆଧାରରେ ପ୍ରକଳ୍ପର ସମୀକ୍ଷା କରିବ ଏବଂ ପ୍ରକଳ୍ପକୁ ପୁର୍ନସ୍ଥାପନ କରିବ କିମ୍ବା ସେନ୍ସରସିପ୍ ନିଶ୍ଚିତ କରିବ |",
|
|
"project.tempCensoredMessage": "ଦୟାକରି ଏହି {communityGuidelinesLink}କୁ ପଢନ୍ତୁ ଏବଂ ଏହାକୁ ପୁର୍ନ ସମ୍ପ୍ରସାରଣ କରିବା ପୂର୍ବରୁ ଏହା ସମ୍ମାନଜନକ ବୋଲି ନିଶ୍ଚିତ କରିବାକୁ ପ୍ରୋଜେକ୍ଟକୁ ଏଡିଟ୍ କରି ନିଶ୍ଚିତ ହୁଅନ୍ତୁ |",
|
|
"project.permCensoredMessage": "ଭବିଷ୍ୟତରେ ଏହା କୌଣସି ବି ସମୟରେ ପୁର୍ନ ସମ୍ପ୍ରସାରଣ ହୋଇ ପାରିବ ନାହିଁ |",
|
|
"project.communityGuidelines": "ସମ୍ପ୍ରଦାୟ ନିର୍ଦ୍ଦେଶାବଳୀ |",
|
|
"project.moderationInfoLabel": "ନିୟନ୍ତ୍ରଣ ସୂଚନା",
|
|
"project.numScripts": "{number}ସ୍କ୍ରିପ୍ଟଗୁଡ଼ିକ",
|
|
"project.numSprites": "{number}ସ୍ପ୍ରାଇଟ ଗୁଡିକ",
|
|
"project.descriptionMaxLength": "ବର୍ଣ୍ଣନା ବହୁତ ଲମ୍ବା ଅଟେ |",
|
|
"project.notesPlaceholder": "ଆପଣ ଏହି ପ୍ରକଳ୍ପ କିପରି ପ୍ରସ୍ତୁତ କଲେ? ଆପଣ ଅନ୍ୟ ଲୋକଙ୍କଠାରୁ ପରିକଳ୍ପନା, ସ୍କ୍ରିପ୍ଟ କିମ୍ବା ଚିତ୍ରକଳା ବ୍ୟବହାର କରିଛନ୍ତି କି? ସେମାନଙ୍କୁ ଏଠାରେ ଧନ୍ୟବାଦ ଦିଅନ୍ତୁ |",
|
|
"project.descriptionPlaceholder": "ତୁମ ପ୍ରୋଜେକ୍ଟକୁ କିପରି ବ୍ୟବହାର କରାଯିବ ଲୋକମାନଙ୍କୁ କୁହ (ଯେପରିକି କେଉଁ ବଟନ୍ ଦବାଇବା)",
|
|
"project.cloudDataAlert": "ଏହି ପ୍ରୋଜେକ୍ଟ କ୍ଲାଉଡ୍ ଡାଟା ବ୍ୟବହାର କରେ - ଏହି ବିଶେଷ ସୁବିଧା କେବଳ ସାଇନ୍-ଇନ କରିଥିବା ସ୍କ୍ରାଚର୍ସରେ ମାନଙ୍କୁ ଉପଲବ୍ଧ |",
|
|
"project.cloudVariables": "କ୍ଲାଉଡ୍ ଭେରିଏବଲ୍ |",
|
|
"project.cloudDataLink": "ଡାଟା ଦେଖନ୍ତୁ",
|
|
"project.usernameBlockAlert": "ଏହି ପ୍ରୋଜେକ୍ଟ \"ୟୁଜର୍ ନେମ୍\" ବ୍ଲକ୍ ମାଧ୍ୟମରେ କିଏ ଏହାକୁ ବ୍ୟବହାର କରୁଛି ତାହା ଚିହ୍ନଟ କରିପାରିବ | ଆପଣଙ୍କର ପରିଚୟ ଲୁଚାଇବାକୁ, ପ୍ରୋଜେକ୍ଟ ବ୍ୟବହାର କରିବା ପୂର୍ବରୁ ସାଇନ୍ ଆଉଟ୍ କରନ୍ତୁ |",
|
|
"project.inappropriateUpdate": "ହମ୍ ... ଖରାପ ଶବ୍ଦ ଡିଟେକ୍ଟର ଭାବୁଛି ତୁମର ପାଠରେ କିଛି ଅସୁବିଧା ଅଛି | ଦୟାକରି ଏହାକୁ ପରିବର୍ତ୍ତନ କରନ୍ତୁ ଏବଂ ସମ୍ମାନଜନକ କରନ୍ତୁ |",
|
|
"comment.type.general": "ଆପଣଙ୍କର ସଦ୍ୟତମ ମନ୍ତବ୍ୟ ସ୍କ୍ରାଚ୍ କମ୍ୟୁନିଟି ଗାଇଡଲାଇନକୁ ଅନୁସରଣ କରିନାହିଁ ପରି ପ୍ରତୀୟମାନ ହେଉଛି |",
|
|
"comment.general.header": "ସ୍କ୍ରାଚ୍ କମ୍ୟୁନିଟି ଗାଇଡଲାଇନକୁ ଅନୁସରଣ କରୁଥିବା ମନ୍ତବ୍ୟ ପୋଷ୍ଟ କରିବାକୁ ଆମେ ଆପଣଙ୍କୁ ଉତ୍ସାହିତ କରୁଛୁ |",
|
|
"comment.general.content1": "ସ୍କ୍ରାଚ୍ ଉପରେ, ମନ୍ତବ୍ୟଗୁଡିକ ସହନଶୀଳ, ସମସ୍ତ ବୟସ ପାଇଁ ଉପଯୁକ୍ତ ଏବଂ ଅଦରକାରୀ ହୋଇନଥିବା ଗୁରୁତ୍ୱପୂର୍ଣ୍ଣ |",
|
|
"comment.type.pii": "ଆପଣଙ୍କର ସଦ୍ୟତମ ମନ୍ତବ୍ୟ ବ୍ୟକ୍ତିଗତ ସୂଚନା ବାଣ୍ଟିବା କିମ୍ବା ମାଗିବା ପରି ଜଣା ଯାଉଛି |",
|
|
"comment.pii.header": "ସ୍କ୍ରାଚରେ ବ୍ୟକ୍ତିଗତ ସୂଚନା ଦୟାକରି ଦିଅନ୍ତୁ ନାହିଁ |",
|
|
"comment.pii.content1": "ଆପଣଙ୍କର ମନ୍ତବ୍ୟ ବ୍ୟକ୍ତିଗତ ସୂଚନା ବାଣ୍ଟିବା କିମ୍ବା ମାଗିବା ପରି ଜଣା ଯାଉଛି |",
|
|
"comment.pii.content2": "ଆପଣ ସ୍କ୍ରାଚ୍ ରେ ଲେଖୁ ଥିବା ମନ୍ତବ୍ୟ ଗୁଡିକ ସମସ୍ତେ ଦେଖିପାରିବେ, ଏବଂ ସର୍ଚ୍ଚ ଇଞ୍ଜିନରେ ଦେଖାଯାଇପାରେ | ବ୍ୟକ୍ତିଗତ ସୂଚନା ଅନ୍ୟ ଲୋକମାନଙ୍କ ଦ୍ବାରା କ୍ଷତିକାରକ ଉପାୟରେ ବ୍ୟବହାର କରାଯାଇପାରିବ, ତେଣୁ ଏହାକୁ ଗୋପନୀୟ ରଖିବା ଗୁରୁତ୍ୱପୂର୍ଣ୍ଣ |",
|
|
"comment.pii.content3": "ଏହା ଏକ ଗୁରୁତର ସୁରକ୍ଷା ପ୍ରସଙ୍ଗ |",
|
|
"comment.type.unconstructive": "ତୁମର ସଦ୍ୟତମ ମନ୍ତବ୍ୟ ଏପରି କିଛି କହୁଛି ଯାହା ହୁଏତ କଷ୍ଟଦାୟକ ହୋଇପାରେ |",
|
|
"comment.unconstructive.header": "ଅନ୍ୟ ଲୋକଙ୍କ ପ୍ରୋଜେକ୍ଟ ଉପରେ ମନ୍ତବ୍ୟ ଦେବାବେଳେ ଆମେ ସେମାନଙ୍କୁ ଉତ୍ସାହିତ କରନ୍ତୁ |",
|
|
"comment.unconstructive.content1": "ତୁମର ମନ୍ତବ୍ୟ ଏପରି କିଛି କହୁଛି ଯାହା ହୁଏତ କଷ୍ଟଦାୟକ ହୋଇପାରେ |",
|
|
"comment.unconstructive.content2": "ଯଦି ତୁମେ ଭାବୁଛ କି କିଛି ଆହୁରି ଭଲ ହୋଇପାରେ, ତୁମେ ପ୍ରୋଜେକ୍ଟ ବିଷୟରେ ପସନ୍ଦ କରୁଥିବା କିଛି କହିପାରିବ ଏବଂ ଏହାକୁ କିପରି ଉନ୍ନତ କରାଯିବ ସେ ସମ୍ବନ୍ଧରେ ଏକ ପରାମର୍ଶ ଦେଇ ପାରିବ |",
|
|
"comment.type.vulgarity": "ତୁମର ସଦ୍ୟତମ ମନ୍ତବ୍ୟ ରେ ଏକ ଖରାପ ଶବ୍ଦ ଥିବା ପରି ଜଣ ଯାଉଛି |",
|
|
"comment.vulgarity.header": "ସମସ୍ତ ବୟସ ପାଇଁ ଉପଯୁକ୍ତ ଭାଷା ବ୍ୟବହାର କରିବାକୁ ଆମେ ଆପଣଙ୍କୁ ଉତ୍ସାହିତ କରୁଛୁ |",
|
|
"comment.vulgarity.content1": "ତୁମର ମନ୍ତବ୍ୟରେ ଏକ ଖରାପ ଶବ୍ଦ ଥିବାର ଜଣାଯାଏ |",
|
|
"comment.vulgarity.content2": "ସ୍କ୍ରାଚରେ ସମସ୍ତ ବୟସର ଉପଭୋକ୍ତା ଅଛନ୍ତି, ତେଣୁ ସମସ୍ତେ ସ୍କ୍ରାଚରେ ସମସ୍ତ ବୟସ ପାଇଁ ଉପଯୁକ୍ତ ଭାଷା ବ୍ୟବହାର କରିବା ଗୁରୁତ୍ୱପୂର୍ଣ୍ଣ |"
|
|
} |